ଜାମିନ ପାଇଲେ ନୀଳମଣି ବିଶୋୟୀ

ଜାମିନ ପାଇଲେ ନୀଳମଣି ବିଶୋୟୀ
ଜାମିନ ପାଇଲେ ନୀଳମଣି ବିଶୋୟୀ

ଗଂଜାମ ଜିଲ୍ଲା ସୋରଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜେପି ପାର୍ଥୀ ଅ।ଜି ଭଂଜନଗର ନ୍ୟାୟଳୟ ଜାମିନ ପ୍ରଦାନ କରିଛନ୍ତି । ଯାହାରିଫଳରେ ସୋରଡା ସବ ଜେଲରୁ ବାହାରିଛନ୍ତି ଗତ ମାସ ୧୮ ତାରିଖରୁ ଗିରଫ ହୋଇ ଜେଲରେ ଥିବା ବିଜେପି ପାର୍ଥୀ ନୀଳମଣି ବିଶୋୟୀ । ତାଙ୍କୁ ଉଦ୍ଧେଶ୍ୟ ମୁଳକ ଭାବେ ଗିରଫ କରାଯାଇ ଜେଲକୁ ପଠାଯାଇଥିବା ସେ ଅଭିଯୋଗ କରିଥିବା ବେଳେ ରେଣ୍ଟି ଗ୍ରାମରେ ଇଭିଏମ ଭଙ୍ଗା ଅଭିଯୋଗରେ ସେ ଗିରଫ ହୋଇ ଜେଲ ଜାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ