ପ୍ରଧାନମନ୍ତ୍ରୀଙ୍କ ଦୁଇ ପରାମର୍ଶ ଦାତା ନିଯୁକ୍ତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଦାତା ଭାବରେ ଦୁଇ ଜଣ ଅବସର ପ୍ରାପ୍ତ ଆଇଏଏସ୍ କୁ ନିଯୁକ୍ତି ଦିଆଯାଇଛି । ଦୁଇ ଆଇଏସ୍ଏ ହେଲେ ଭାସ୍କର ଖୁଲବେ ଓ ଅମରଜିତ ସିହ୍ନା । କ୍ୟାବିନେଟ କମିଟି ଏହି ନିଯୁକ୍ତି କରିଛି । ଦୁଇ ଆଇଏଏସ୍ ଖୁୂଲବେ ପଶ୍ଚିମବଙ୍ଗର ଆଇଏଏସ୍ ହୋଇଥିବା ବେଳେ ସିହ୍ନା ବିହାର କ୍ୟାଡର ଆଇଏସ୍ଏ ଥିଲେ । ୧୯୮୩ ମସିହାର ଆଇଏଏସ୍ ଭାବରେ କାର୍ଯ୍ୟରତ ଥିଲେ ।