ସହାୟତାର ହାତ ବଢାଇଲା ମହିଳା ସ୍ୱଂୟ ସହାୟକ ଗୋଷ୍ଠି

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ସାମୁଦ୍ରିକ ଝଡ ଫନିର କରାଳ ଝଡରେ ପ୍ରଭାବିତ ହୋଇଥିବା ଅଂଚଳବାସୀଙ୍କୁ ସହଯୋଗର ହାତ ବଢାଇଛି ଜିଲ୍ଲାର ମହିଳା ସ୍ୱଂୟ ସହାୟକ ଗୋଷ୍ଠି । ଏହି ଗୋଷ୍ଠି ତରଫରୁ ଅର୍ଥ ରାଶି ସଂଗ୍ରହ କରାଯାଇଛି । ମୋଟ ଅର୍ଥରାଶି ୩ ଲକ୍ଷ ୪୧ ହଜାର ୯୧୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ମହିଳା ମାନେ ଉକ୍ତ ଚେକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରାଯାଇଛି । ଜିଲ୍ଲା ସ୍ୱଂୟ ସହାୟକ ଗୋଷ୍ଠିର ଏହି ଉଦ୍ୟମକୁ ପ୍ରଂଶସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ