କ୍ରିକେଟ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ କଡା ଟକ୍କର
ଆଜି କ୍ରିକେଟ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ କଡା ମୁକାବିଲା ହେଉଛି । ୱେଷ୍ଟଇଣ୍ଡିଜ୍ ୨ ଥର ବିଶ୍ବକପ୍ ଜିତିଥିବା ବେଳେ ପାକିସ୍ତାନ ଥରେ ଏହି ଟାଇଟଲ ଜିତିପାରିଛି । ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଲାଇନ୍ ଟ୍ବେଣ୍ଟି୨୦ରେ ଅତ୍ୟନ୍ତ ଶକ୍ତିଶାଳୀର ମାନ୍ୟତା ପାଇଥିବା ବେଳେ ଦିନିକିଆ କ୍ରିକେଟରେ ମଧ୍ୟ ଏହାର ବ୍ୟାଟ୍ସମ୍ୟାନ ବଡ଼ ସ୍କୋର୍ କରିପାରନ୍ତି ।


