ସୁରେଶ ପୂଜାରୀ ଙ୍କୁ ସହ ସଂଯୋଜକ ଦାଇତ୍ୱ
ବିଜେପି ଦଳ ପକ୍ଷରୁ ବରଗଡ ସାଂସଦ ସୁରେଶ ପୂଜାରୀଙ୍ୁ ବିଜେପିର ସଦସ୍ୟ ସଂଗ୍ରହ କରିବା ନିମନ୍ତେ ସହ ସଂଯୋଜକ ଦାଇତ୍ୱ ମିଳିଛି ।ସେହିପରି ଶିବରାଜ ଚୈାହାନଙ୍କୁ ସଦସ୍ୟ ସଂଗ୍ରହ କରିବା ନିମନ୍ତେ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଦାଇ୍ତ୍ୱ ବହନ କରିଛନ୍ତି ଦୁଷ୍ମନ୍ତ ,ଗୈାତମ , ଅରୁଣ ,ଚତୁର୍ବେଦୀ ,ଓ ସୁରେନ୍ଦ୍ର ନନ୍ ସହସଂଯୋଜକ ଭାବେ ଦାଇତ୍ୱ ବହନ କରିଛନ୍ତି ।