ପାକିସ୍ତାନ ବିରୋଧରେ ଭାରତ ର ଏକ ତରଫା ବିଜୟ

ପାକିସ୍ତାନ ବିରୋଧରେ ଆଉ ଏକ ସଜ୍ରିକାଲ ଷ୍ଟ୍ରାଇକ କରିଛି ଭାରତ । ଇଂଲଣ୍ଡ ଠାରେ ଆୟୋଜିତ ଆଇସିସି ବିଶ୍ୱକପ ମହାମୁକାବଲା ରେ ପାରମ୍ପାରିକ ପ୍ରତିଦ୍ୱନ୍ଦି ପାକିସ୍ତାନ କୁ ଡକୱର୍ଥ –ଲୁଇସ ନିୟମ ଅନୁସାରେ ୮୯ ରନ ରେ ପରାସ୍ତ କରିଛି । ଓଲ୍ଡ ଟ୍ରାଫର୍ଡ ରେ ଖେଳାଯାଇଥିବା ମ୍ୟାଚ ରେ ଟିମ ଇଣ୍ଡିଆ ୫୦ ଓଭରରେ ୫ ୱିକେଟ ବିନିମୟ ରେ ୩୩୬ ରନ ଟାର୍ଗେଟ ଦେଇଥିଲା ପାକିସ୍ଥାନ କୁ । ଜବାବ ରେ ଡକୱର୍ଥ –ଲୁଇସ ନିୟମ ଆଧାରରେ ୪୦ଓଭରରେ ୩୦୨ ରନ ଟାର୍ଗେଟ ଦିଆଯାଇଥିଲା । ଏହାକୁ ପିଛା କରି ପାକିସ୍ଥାନ ୬ ୱିକେଟ ରେ ୨୧୨ ରନ କରିବା କୁ ସମର୍ଥ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ