ପଂଚାୟତ ବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଟାଙ୍ଗି (ଓ୍ବାଇଏନ୍ଏସ୍) : ଟାଙ୍ଗି ବ୍ଲକ ଅନ୍ତର୍ଗତ ସାନ ରାଉତପଡ଼ା ଗ୍ରାମ ପଂଚାୟତର ସନରାଉତପଡ଼ା, କୁସୁମୀ, ମୋରଝଲ, କରିମପୁର ଓ ଜଗନ୍ନାଥପୁରରେ ୨ସହରୁ ଉର୍ଧ ଅସହାୟ ଗରିବ ଲୋକଙ୍କୁ ସନରାଉତପଡ଼ା ମୁସଲିମ ପଂଚାୟତର ସଭାପତି ତଥା ବିଜୁ ଜନତା ଦଳର ଯୁବ ନେତା ସର୍ଦାର ଖାଁ ଶୁଖିଲା ଖାଦ୍ୟ ଏବଂ ମାସ୍କ ବଣ୍ଟନ କରି ବୁଦ୍ଧ ଯିବିଙ୍କ ଦ୍ୱାରା ପ୍ରଶଂସା ପତ୍ର ହୋଇଛନ୍ତି ସେ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ସାଧାରଣ ଜନତାଙ୍କୁ କରୋନା ନେଇ ସଚେତନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ