ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ମାସ୍କ ଓ ସାନିଟାରୀ ନାପିକିନ ବଂଟନ

ଜଗନ୍ନାଥପ୍ରସାଦ,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଙ୍କର ସହାୟତା ରେ ରାଣୀଭୁମି, ଲେପା, ଜିରାବାଡ଼ି ଆଦିଗ୍ରାମ ବାସୀ ମାନଙ୍କୁ ସଚେତନ କରିବା ସହ ମାସ୍କ ଓ ସାନିଟାରୀ ନାପକିନ ବଣ୍ଟନ କରାଯାଇଛି। ଏହି କାର୍ଯକ୍ରମ ରେ ଏସ.ଆଇ ରଞ୍ଜିତ ତ୍ରିପାଠୀ, ଏସ.ଆଇ ଶ୍ରୀଧର ଗୌଡ଼, ଏ.ଏସ. ଆଇ ହେମଲତା ବେହେରା, ଦିପାଲି ମହାନ୍ତି, (ଓଏପିଫ )ଜେମସ ରାଇକା, ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ବେହେରା, ଅକ୍ଷୟ ଦଳବେହେରା, ହାଡୁ ବନ୍ଧୁ ଦାସ, ଅଙ୍ଗନବାଡିଦିଦି, ଆଶାଦିଦି ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ