ଅସହାୟ ମହିଳା ପାଇଁ ସ୍ୱପନ ପାଲଟିଛି ସରକାରୀ ଯ ାଜନା

ଅସହାୟ ମହିଳା ପାଇଁ ସ୍ୱପନ ପାଲଟିଛି ସରକାରୀ ଯ ାଜନା
ଅସହାୟ ମହିଳା ପାଇଁ ସ୍ୱପନ ପାଲଟିଛି ସରକାରୀ ଯ ାଜନା
ଭଙ୍ଗା କୁଡିଆଯର ବିତୁଛି ଅସହାୟ ପରିବାରଙ୍କ ଜୀବନ । ପାଖଯର ନାହିଁ ରାଶନ କାଡଟ ାହାଫଳଯର ପର ଘଯର ମୂଲ ଲାଗି ାହା ଯରାଜଗାର କରି ଆଣନ୍ତି ତହିଁଯର ପରିବାରର ଚଯଳ ଆଉ କାମ ନ ମିଳିଯଲ ଖାଇବା ପାଇଁ ପଯ ାଶୀ ଉପଯର ନିଭଟର କରିବାକୁ ପଯଡ । ଉଭୟ ରାଜୟ ଓ ଯକନ୍ଦ୍ର ସରକାରଙ୍କ ଗରିବ ଯଲାକଙ୍କୁ ଗୃହ ଓ ଖାଦ୍ୟ ଯ ାଗାଇଯଦ୍ବା ପାଇଁ ପ୍ରତିଶୁତିବଧତା ଓ ପ୍ରାଥମିକତା ଯଦ୍ଖାଉଥିଲା ଯବଯଳ କିନ୍ତୁ ପ୍ରଶାସନିକ ସ୍ତରଯର ଅବଯହଳା ଯହତୁ ଅଯନକ ପ୍ରକୃତ ହିତାଧିକାରୀ ଙ୍କ ନିକଟଯର ଯ ାଜନା ପହଞ୍ଚି ପାରୁନାହିଁ । ଏଭଳି ଏକ ଉଦ୍ାହରଣ ଯଦ୍ଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବଲକ ଅନ୍ତଗଟତ ରଜାମାଟୁ ଗ୍ରାମଯର । ଗ୍ରାମର ଜଯଣ ଅସହାୟ ମହିଳା ନିଜ ଦ୍ୁଇ ପିଲା ଙ୍କ ସହିତ ଭଙ୍ଗା ଦ୍ଦ୍ରା ଘଯର ଜୀବନ ଅତିବାହିତ କରୁଥିବାଯବଯଳ ପାଖଯର ରାଶନ କାଡଟ ନ ଥିବାରୁ ଚାଉଳ ମିଳିପାରୁ ନାହିଁ । ାହାକୁ ଯନଇ ଏହି ପରିବାରଯଲାଯକ ପ୍ରଶାସନକୁ ଜଣାଇଥିଯଲ ମଧ୍ୟ ତାଙ୍କ ଗୁହାରି ଶୁଣିବାକୁ ଯକହି ନାହାନ୍ତି ।
ଭଙ୍ଗା ଘର ତା ସାଙ୍ଗକୁ ପବନଯର ଉଡି ାଇଛି ଚାଳ ଛପର ଘରର ଛାତ ଆଉ ଯସହି ଭଙ୍ଗା କୁ ିଆ ମା ଆଉ ତା ଦ୍ୁଇ ଛୁଆ ର ଆଶ୍ରୟ ସ୍ଥଳୀ ପାଲଟିଛି । ରାଜୟ ସରକାରଙ୍କ ବିଜୁ ପକ୍କା ଘର ଯ ାଜନା ଓ ଯକନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯ ାଜନା ର କା ଟୟକାରିତାକୁ ବିଦ୍ୁପ କରୁଥିବା ଏହି ଦ୍ୃଶୟ ଯହଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବଲକ ଅନ୍ତଗଟତ ରାଜାମାଟୁ ଗ୍ରାମର । ଗ୍ରାମର ସୁବାସିନୀ ହରିଜନଙ୍କ ଆଠ ବର୍ଟ ପୂଯବଟ ସ୍ୱାମୀ ଯକଶବ ଙ୍କ ମୃତୁୟ ପଯର ଯଦ୍ାହଲି ାଇଛି ଯତଲ ଲୁଣର ସଂସାର । ସମ୍ପୂର୍ଣ୍ଟ ଅସହାୟ ଯହାଇପଡିଛନ୍ତି ସୁବାସିନୀ । ଦ୍ୁଇ ପିଲା ଙ୍କ ଭାର ଏକା ମା ସୁବାସିନୀଙ୍କ ମୁଣ୍ଡଯର । କିନ୍ତୁ ସୁବାସିନୀ ଙ୍କ ବୃଦ୍ଧା ଅବସ୍ଥା ଯହତୁ ଯସ କାମ କରିବାକୁ ଅସମଥଟ ଅଟନ୍ତି । ପରିବାର ର ସମସ୍ତ ଯବାଝ ବର୍ତ୍ଟମାନ ବ ଝିଅ ଉପଯର । ବଡ ଝିଅ ଏକା ାହା ପରଘଯର ମୂଲ ଲାଗି ଟଙ୍କା ଆଣନ୍ତି ତାହା ପରିବାର ପ୍ରତିଯପାର୍ଣ ପାଇଁ ନିଅଣ୍ଟ ଯହାଇପଯଡ । ପର ଘଯର କାମ ନ ମିଳିଯଲ ଯସଦ୍ିନ ଟି ଉପବାସଯର ବିଯତ ନଯଚତ ଯପା ାଶୀ ଘର ଯଲାଯକ ାହା ଖାଇବାକୁ ଯଦ୍ୟଲ ଯସଥିଯର ଚଳନ୍ତି । ତାଙ୍କ ନିକଟଯର ଅଥଟାଭାବ ଯହତୁ ଅଧା ଉଡି ାଇଥିବା ଚାଳ ଘର ର ଛପର କୁ ସଜାଡି ଯହାଇପାରୁନାହିଁ । ାହାଫଳଯର ଯସହି ଭଙ୍ଗା ଘର ହିଁ ଯସମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି । ଘର ଖଣ୍ଡିଏ ଓ ରାଶନ କାଡଟ ପାଇଁ ଅଯନକ ଗୁହାରି କରିଯଲ ମଧ୍ୟ ଘର ଟିଏ ଓ ରାଶନ କାଡଟ ଟିଏ ମିଳିପାରିନଥିବା ସୁବାସିନୀ ପ୍ରକାଶ କରିଛନ୍ତି ।
ରାଜୟ ଓ ଯକନ୍ଦ୍ର ସରକାର ଗରିବ ଯଲାକଙ୍କ ପାଇଁ ଅଯନକ ଯ ାଜନା କରିଥିବା ଡିଣ୍ଡିମ ପିଟୁଥିବାଯବଯଳ ରଜାମାଟୁ ଗାଁର ଏହି ପରିବାରକୁ ଯଦ୍ଖିଯଲ ସ୍ପଷ୍ଟ ଜଣାପ ୁଛି ଯ ଯ ାଜନା ଗୁଡିକ କିଭଳି କାମ କରୁଛି । ସମ୍ପୃକ୍ତ ମହିଳା ଜଣକ ସରପଞ୍ଚ ଓ ବିଡିଓଙ୍କୁ ଦ୍ୁୁଃଖ ଜଣାଇବା ପଯର ମଧ୍ୟ ତାର ଦ୍ୁୁଃଖ ଯକହି ଶୁଣିଯଲ ନାହିଁ । ଯତଯବ ଡାବୁଗାଁ ବିଧାୟକ ଏ ସମ୍ପକଟଯର ଆମ ପାଖରୁ ସୂଚନା ପାଇବା ପଯର ଘଟଣାର ତଜଟମା କରି ସୁବାସିନୀ ଙ୍କୁ ଘର ଓ ଖାଦ୍ୟ ସୁରକ୍ଷା ଯ ାଜନା ଦ୍ୱାରା ସମସ୍ତ ସୁବିଧା ସୁଯ ାଗ ଯ ାଗାଇଦ୍ିଆ ିବା ଯନଇ ସୂଚନା ଯଦ୍ଇଛନ୍ତି ।
ସରକାର ଗରିବ ଖଟିଖିଆ ଙ୍କ ପାଇଁ ସମସ୍ତ ସୁବିଧା ସୁଯ ାଗ ଉପଲବ୍ଧ କରା ାଉଥିବା ସାଧାରଣଯର ବଖାଣୁଥିବାଯବଯଳ ରଜାମାଟୁ ଗାଁର ଏହି ପରିବାରର ଅବସ୍ଥାକୁ ଯଦ୍ଖିଯଲ ଜଣାପ ୁଛି ଯ ସରକାରୀ ଯ ାଜନାକୁ କା ଟୟକାରୀ କରିବାଯର ପ୍ରଶାସନ ଯକଯତ ସଫଳ ଯହାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ