ଭାରତ ଗ୍ରସ୍ତ ରେ ଆମେରିକା ର ବୈଦେଶିକ ମନ୍ତ୍ରୀ
ନୂଆ ସରକାର ଗଠନ ହେବା ପରେ ଆମେରିକା ର ବୈଦେଶିକ ମନ୍ତ୍ରୀ ମାଇକେଲ ପୋମ୍ପିୟୋ ବୁଧୁବାର ଦିନ ଭାରତ ଗ୍ରସ୍ତ ରେ ଆସି ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ସାକ୍ଷାତ କରିଛନ୍ତି । ଏହା ପରେ ଦେଶର ନୂତମ ବୈଦେଶିକ ଏସ ଜୟ ଶଙ୍କର ଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗ୍ରସ୍ତ କାଳରେ ପୋମ୍ପିୟୋ ଭାରତ ଆମେରିକ ମଧ୍ୟରେ କିପରି ସୁସର୍ମ୍ପକ ବଜାଇ ରହିବ ଏହା ସହ ଇରାନ ସଙ୍କଟ ଓ ଭାରତ ଓ ଋଷ ମଧ୍ୟରେ ଏସ ୪୦୦ ଚୁୁକ୍ତିନାମା ବିଷୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ଅନ୍ୟ ପଟେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ସର୍ମ୍ପକରେ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଛି ।


