ଓଡିଶା ଫେରିବେ ଜଗାକାଳିଆ
ସମ୍ପୂର୍ଣ୍ଣ ଭଲ ହୋଇ ଓଡିଶା ଫେରିବେ ଯୋଡାମୁଣ୍ଡ ଶିଶୁ ଜଗା ଓ ବଳିଆ ଏବଂ ତାଙ୍କ ସହିତ ୮ ଜଣିଆ ଡାକ୍ତରୀ ଟିମ ଓଡିଶା ଆସିବେ । ତେବେ ଜଗା ଓ କାଳିଆ କେବେ ଫେରିବେ ସେନେଇ କିଛି ସୂଚନା ଦେଇନାହାଁନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଓଡିଶା ଫେରିବା ପରେ ଭୁବନେଶ୍ୱରର ଆପୋଲ କିମ୍ବା ଏବଂ ଏମସ ରେ ଚିକିତ୍ସା ହୋଇପାରେ ଏନେଇ ଏନଏଚଆରଏମ ନିର୍ଦ୍ଦେଶକ ଦିଲ୍ଲୀ କତ୍ତୃପକ୍ଷ ଙ୍ଗକ ମଧ୍ୟ ରେ କଥାବାର୍ତ୍ତା ଚାଲିଛି ।


