ନିଳୋକ ହାଇସ୍କୁଲରେ ଶିକ୍ଷକ-ଅଭିଭାବକ ବୈଠକ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ହାଇସ୍କୁଲରେ ଶିକ୍ଷକ-ଅଭିିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶୋଭେନ୍ଦୁ କୁମାର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିୟମିତ ଛାତ୍ରଛାତ୍ରୀ ଉପସ୍ଥାନ ବୃଦ୍ଧି କରିବା, ପିଲା ମାନଙ୍କର ଦକ୍ଷତା ବିକାଶ କରିବା ସହ ଉକ୍ରର୍ଷ କାର୍ଯ୍ୟ ସଂପର୍କରେ ବିଶଦ ଆଲୋଚନା ହୋଇଥିଲୋ । ବୈଠକରେ ଶିକ୍ଷକ ସୁଧାକର ପଣ୍ଡା, ସନାତନ ନାୟକ, ରବି ନାରାୟଣ ଖିଲାର, ଶିକ୍ଷୟିତ୍ରୀ ସୁରଜିତା ବାଇ, ଅଭିଭାବକ ଧନେଶ୍ୱର ଜେନା, ଜଳଧର ନାୟକ, ନାରାୟଣ ମହାନ୍ତି, ଶିବ ଶଙ୍କର ବେହେରା, ଖଗେଶ୍ୱର ମହାନ୍ତି, ପ୍ରଫୁଲ୍ଲ ଜେନା, ହେମନ୍ତ ସାହୁ, ଅଜେଶ ନାୟକ, ଭଗବାନ ପାଗଳ, ସୁବାଷ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।


