ପଥର ଗାଉଛି ଗୀତ

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକପ୍ରକାର ପଥର । ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ୱର ଶୁଣିବାକୁ ମିଳୁଛି । ପଥରରୁ କିଭଳି ସଂଗୀତର ସ୍ୱର ଶୁଭୁଛି ତାହା ନେଇ ସଠିକ୍ ଭାବେ କୌଣସି ତଥ୍ୟ ମିଳିପାରି ନାହିଁ । ଏହି ପଥରକୁ ଦେଖିବା ପାଇଁ ମଧ୍ୟରୁ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ସ୍ଥାନୀୟ ଲାକେ ଏହି ପଥରକୁ ଖାସ ପଠାର କୁହନ୍ତି । ଏଠାରେ ଥିବା ଭିନ୍ନ ଭିନ୍ନ ପଥରରୁ ଅଲଗା ଅଲଗା ସଙ୍ଗୀତର ସ୍ୱର ଶୁଭିଥାଏ । ବିଜ୍ଞାନ ଅନୁସାରେ ପଥର ମଧ୍ୟରେ ଛିଦ୍ର ଥିବାରୁ ଏହାକୁ ଧରିଲେ ଏଥିରେ ଚାପ ସୃଷ୍ଟି ହୋଇ ବିଭିନ୍ନ ଶବ୍ଦ ସୃଷ୍ଟି ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ