ବର୍ଷା ରେ ବେହାଲ ମାୟାନଗରୀ ମୁମ୍ବାଇ
ଭାରତରେ ମୈାସୁମୀ ପ୍ରବେଶ କରିବା ପରେ ପ୍ରବଳ ବର୍ଷାରେ ମୁମ୍ବାଇ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର ବିଭିନ୍ନ ସ୍ଥାନ ରେ କୁତ୍ରିମ ବନ୍ୟା ଦେଖିବାକୁ ମିଳୁଥିବା ବେଳେ ଯାହା ଫଳରେ ସାଧାରଣ ଲୋକ ମାନେ ବିଭିନ୍ନ ସମସ୍ୟା ର ସମ୍ମୁଖିନ ହେଉଛନ୍ତି । ଦୁଇ ଦିନ ଧରି ମୁମ୍ବାଇ ରେ ବର୍ଷା ହେବା ଦ୍ୱାରା ଚାରିଆଡେ କେବଳ ପାଣି ହିଁ ପାଣି ନଜରରେ ଆସୁଛି । ଫଳରେ ଅଫିସ ଯାଉଥିବା ବ୍ୟକ୍ତି ଏବଂ ସ୍କୁଲ କଲେଜ ଯାଉଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ।