ସୋସିଆଲ ମିଡିଆ ରେ ଆକଟିଭ ହେଲେ ମୋହନ ଭାଗବତ

ଶେଷରେ ସୋସିଆଲ ମିଡିଆ ରେ ନିଜର ଆକାଉଣ୍ଟ ଖୋଲିଚନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ସେ ଆଜି ଟ୍ୟୁଟରରେ ନିଜ ନାଁ ରେ ଆକାଉଣ୍ଟ ଖୋଲିଛନ୍ତି । ତାଙ୍କ ସହିତ ସଂଘ ର ପ୍ରମୁଖ ସୁରେଶ ଭୟାଜି ଜୋସି ନିଜର ମଧ୍ୟ ଆକାଉଣ୍ଟ ଖୋଲିଛନ୍ତି । ତେବେ ସୂଚନା ଥାଉ କି ସଂଘ ର ଆକାଉଣ୍ଟ କୁ ୧୩ ଲକ୍ଷ ରୁ ଅଧିକ ଲୋକ ଫୋଲ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ କିଛି ବି ଟ୍ୟୁଟ କରିନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ