ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ଗୁରତ୍ୱପୁର୍ଣ୍ଣ

ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ଗୁରତ୍ୱପୁର୍ଣ୍ଣ
ଆଜିର ମ୍ୟାଚ ଶ୍ରୀଲଙ୍କା ପାଇଁ ଗୁରତ୍ୱପୁର୍ଣ୍ଣ

ଇଂଲଣ୍ଡରେ ଚାଲିଥିବା ବିଶ୍ୱକପର ଲିଗ ମ୍ୟାଚ ଗୁଡିକ ଏବେ ଶେଷ ପର୍ଯ୍ୟାୟରେ । ଆଜି ବେଷ୍ଟଇଣ୍ଡିଜ କୁ ଭେଟିବ ଶ୍ରୀଲଙ୍କା ଷ ବିଶ୍ହକପ ଦୌଡରୁ ବାଦ ପଡିଥିବା ଶ୍ରୀଲଙ୍କା ଯଦି ଆଜିର ମ୍ୟାଚ ଜିତେ ତେବେ ଆଶା ରହିଛି ସେମୀଫାଇନାସଲ ଖେଳିବା ପାଇଁ । ତେବେ ଇଂଲଣ୍ଡ , ପାକିସ୍ତାନ ଓ ବାଲାଂଦେଶ ତାଙ୍କର ପରବର୍ତ୍ତୀ ମ୍ୟାଚରେ ପରାଜିତ ହୁଅନ୍ତି ଏବଂ ଶ୍ରୀଲଙ୍କା ଆଗାମୀ ଦୁଇଟି ମ୍ୟାଚରେ ଜିତାପଟ ହାସଲ କରେ , ତେବେ ଶ୍ରୀଲଙ୍କା ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ରହିବ । ସୁଚନାନୁସାରେ୍ , ଶ୍ରୀଲଙ୍କା ୭ଟି ମ୍ୟାଚ ଖେଳି ୨ଟି ବିଜୟ, ୩ଟି ପରାଜୟଓ ୨ଟି ବାତିଲ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ