୬ ଫୁଟ ଗାତରେ ପଡ଼ି ଚାଲି ଗଲା ୩ ଭାଈଙ୍କ ଜୀବନ

ମୋହନା, ( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ନିକଟସ୍ଥ ବିରିକୁଟ ଗାଁ ହରି ଜନ ସାହି ଜୁଆନ ମାଝୀ ଙ୍କ ଘରେ ଘଟିଛି ଏକ ଅଭାବ ନିୟ ଘଟଣା ମଝି ଘରେ ଥିବା ଅଣ୍ଡରଗ୍ରାଉଣ୍ଡୁ ତଳେ୬ ଫୁଟ ଗାତରେ ପଡ଼ି ତିନି ଭାଈ ଙ୍କ ମୃତ୍ୟ କାରଣ ଜଣା ପଡନି ଘଟଣା ରୁ ପ୍ରକାଶ ମୃତ୍ୟଙ୍କ ବାପା କହିବା ପ୍ରକାରେ ବିପ୍ର ମାଝି ୩୫ କୌଣସି ଜିନିଷ ବାହାର କରିବାକୁ ଯାଇଥିଲେ ବିଳମ୍ବ ହେବାରୁ ସଞ୍ଜୀବ ମାଝି ୨୭ ଯାଇଥିଲେ ଦେଖିବାକୁ ସେ ମଧ୍ୟ ଫସିଯାଇଥିଲେ ସେଠୀ ଦୁଇ ଭାଇଙ୍କୁ ବଂଚେଇବାକୁ କୁ ଯାଇ ଜିତୁ ମାଝି ୨୫ ସେଭି ଫସି ଯାଇଥିଲେ ଏବଂ ଚିତ୍କାର କରିଥିଲେ ସାନଭଉଣୀ ସଂଗୀତା ପରିବାର ଲୋକଙ୍କୁ ଡାକିଥିଲେ ସଙ୍ଗେ ସଙ୍ଗେ ପରିବାରର ବାପା ମା ଅନ୍ୟ ଭାଈ ମାନେ ରସି ବାନ୍ଧି ଉପରକୁ ଝିକି ବିରିକୁଟ୍ ମେଡିକେଲ୍ କୁ ନେଇଥିଲେ ସେଠି ଡାକ୍ତର ସାହୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ ସେଠି ଡାକ୍ତର ଟିମ ମୃତ ଘୋଷଣା କରିଛନ୍ତି ମୋହନା ପୋଲିସ୍ ଅଡବା ପୋଲିସ୍ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ