ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣା ପାଇଁ ସଚେତନତା ବୈଠକ

ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣା ପାଇଁ ସଚେତନତା ବୈଠକ
ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣା ପାଇଁ ସଚେତନତା ବୈଠକ

ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) , ବ୍ରହ୍ମପୁର ହାଉସିଂ ବୋର୍ଡ ସ୍ଥିତ ହରେକୃଷ୍ଣ ନଗର ବ୍ରିଟ କଲୋନୀ ବାସିନ୍ଦାଙ୍କ ସହଯୋଗରେ ବୃକ୍ଷ ଲଗାଇ ସେଗୁଡିକର ରଣାବେକ୍ଷଣ କରିବା ଉଦେଶ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ କିସମର ୩୫ଟି ଲଗାଯିବା ସହ ସେଗୁଡିକର ଯତ୍ନ ନେବା ପ୍ରସଙ୍ଗ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବ୍ରହ୍ମପୁର ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରମେଶ ଚନ୍ଦ୍ର ବେହେରା , ଶରତ କୁମାର ଦାସ , ତପନ ଦାସ , ଶୁକଦେବ ପାତ୍ର , ଜୟଦେବ ପାଢୀ , ବିଜେଡି ମହିଳା ସଭାନେତ୍ରୀ ଶ୍ରୀମତି ସଂଘମିତ୍ରା ଦଳେଇ , ସୁସ୍ମିତା ସାହୁ , ସୋନାଲୀ ଗନ୍ତାୟତ , ସୀମାଞ୍ଚଳ ସାହୁ , କାହ୍ନୁ ଚରଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ