ଜନ୍ମ ଦିନ ପାଳନ କଲେ ଏମ.ଏସ. ଡି

ଇଣ୍ଡିୟାନ ଟିମ ର ମେଷ୍ଟୋ ପ୍ରଫେକ୍ସନିଷ୍ଟ ପୂର୍ବତନ କ୍ୟାପଟାନ ମହେନ୍ଦ୍ର ସିଂ ଧୋନୀ ୩୮ ତମ ଜନ୍ମ ଦିନ ପାଳନ କରିଛନ୍ତି । ସେ ତାଙ୍କ ପତ୍ନୀ ସାକ୍ଷୀ ଝିଅ ଜିହ୍ୱା ଓ ହାତ ଗଣତି କେତେକ ଘନିଷ୍ଠ ବନ୍ଧୁ ଙ୍କ ସହ ଜନ୍ମ ଦିନ କୁ ବହୁ ଆଡମ୍ବର ସହ ପାଳନ କରିଛନ୍ତି । ଏକ ଫୋଟ ଇନଷ୍ଟାଗ୍ରାମ ରେ ସେୟାର ହୋଇଛି ଯେଉଁଥିରେ ଧୋନୀ ତାଙ୍କ ଝିଅ ସହ ଡ୍ୟାନ୍ସ କରୁଥିବା ଦେଖାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ