ବନ୍ତ ପୋଲିସ ପକ୍ଷରୁ ହେଲ୍ମେଟ୍ ଚେକିଂ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥର ଶ୍ରୀବନ୍ତପୁର ଓ ଟିଲୋ କେନାଲ ଛକ ଠାରେ ବନ୍ତ ପୋଲିସ ପକ୍ଷରୁ ହେଲ୍ମେଟ୍ ଚେକିଂ କରାଯାଉଥିବା ବେଳେ ୨୨ଟି ଓଭର ଲୋଡିଂ ବାଲି ବୋଝେଇ ଟ୍ରକ ଧରା ପଡିଥିବାର ଜଣାଯାଇଛି । ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ମାନେ ୨୬ଟି ବାଇକ ସମେତ ୨୨ଟି ଓଭରଲୋଡିଂ ଟ୍ରକ ପାଖରୁ ମୋଟ ୧୨ ହଜାର ୮ ଶହ ଟଙ୍କା ଜୋରିମାନା ଆଦାୟ କରିଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ