ପଏଣ୍ଟ ଟେବୁଲ ଶୀର୍ଷ ରେ ଭାରତ ; ଆସନ୍ତା ୯ ତାରିଖ କୁ ଅପେକ୍ଷା

ଚଳିତ ବିଶ୍ୱକପ ରେ ଶେଷ ହୋଇଛି ଲିଗ ପର୍ଯ୍ୟାୟ ଆଉ ଏବେ ହେବ କାଣ୍ଟେକି ଟକ୍କର । ସେମିଫାଇନାଲ ରାଉଣ୍ଡ କୁ ଭାରତ ଅଷ୍ଟ୍ରେଲିୟା ଇଂଲଣ୍ଡ ନ୍ୟୁଜଲ୍ୟାଣ୍ଡ ପ୍ରବେଶ କରିଛନ୍ତି । ପଏଣ୍ଟ ଟେବୁଲ ର ଶୀର୍ଷ ରେ ଅଛି ଟିମ ଇଣ୍ଡିଆ । ନିୟମ ଅନୁସାରେ ଭାରତ ନ୍ୟୁଜଲ୍ୟାଣ୍ଡ କୁ ଭେଟୁଥିବା ବେଳେ ଅଷ୍ଟ୍ରେଲିୟା ଇଂଲଣ୍ଡ କୁ ଭେଟିବ । ପ୍ରଥମ ସେମିଫାଇନାଲ ଆସନ୍ତା ୯ ତାରିଖରେ ମାଞ୍ଚେଷ୍ଟରରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲ ଆସନ୍ତା ୧୧ ତାରିଖରେ ବମିଙ୍ଗ ହ୍ୟାମ ଖେଳାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ