ପୋଲସରା ବିଧାନ ସଭା ଅଂଚଳରୁ ଏନଏମ୍ଏମ୍ଏସ ପରୀକ୍ଷାରେ ୩୨ଜଣ ଯୋଗ୍ୟ ବିବେଚିତ

ବୁଗୁଡା (ଅନିଲ କୁମାର ମହାରଣା) : ଗତ ବର୍ଷ ନଭେମ୍ବର ୩ ତାରିଖରେ ୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଆୟୋଜିତ ନେସନାଲ ମିନସ ଏଣ୍ଡ ମେରିଟ ସ୍କଲରସିପି ପରୀକ୍ଷାରେ ବୁଗୁଡା ବ୍ଲକ ଓ ସହରରୁ ୭ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସେମାନେ ହେଲେ(୧) ବୁଗୁଡା ପିପୁଲସ ହାଇ ସ୍କୁଲର ଆୟୁଷ ପ୍ରସାଦ ହୋତା,(୨)ଆଶ୍ରମ କରଡ଼ାବାଡ଼ି ୟୁପି ସ୍କୁଲର ବର୍ଷାରାଣୀ ସାହୁ, (୩)ବୁଗୁଡା ପିପୁଲସ ହାଇ ସ୍କୁଲର ପ୍ରିୟ ଦର୍ଶନ ପରିଡା, (୪)ବାଲିପଦର ହାଇ ସ୍କୁଲର ଜଗନ୍ନାଥ ମାହୁନ୍ତ, (୫)କରସିଙ୍ଗି ୟୁଜି ହାଇ ସ୍କୁଲର ଶୁଭ ଦର୍ଶିନୀ ପ୍ରଧାନ, (୬)ବୁଗୁଡା ପିପୁଲସ ହାଇ ସ୍କୁଲର ଶୁଭମ କୁମାର ଗୌଡ଼, ଓ (୭)ଘୋଳପୁର ପିୟୁପି ସ୍କୁଲର ଶୁଭମ ସେଠୀ ପ୍ରମୁଖ ସମସ୍ତେ ରହିଥିବା ଜଣାପଡିଛି । ସେହିପରି ପୋଲସରା ବ୍ଲକ ଓ ସହର ୨୫ ଜଣ ଛାତ୍ରଛାତ୍ରୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ଅଞ୍ଚଳ ପାଇଁ ଗର୍ବ ଆଣି ପାରିଛନ୍ତି। ଏହି ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ମାନେ ହେଉଛନ୍ତି, (୧)ସ୍ନେହାଲି ସାହୁ,ଚିରିକିପଡା ଶାସନ ହାଇ ସ୍କୁଲ, (୨)ବବୁଲ ଜେନା, ଗୋପବନ୍ଧୁ ହାଇ ସ୍କୁଲ, ପୋଲସରା, (୩)ଅଞ୍ଜଳୀ ମହାରଣା,କେସି ହାଇ ସ୍କୁଲ,ମଥୁରା, (୪)ଆଶୁତୋଷ ପଣ୍ଡା, ଚିରିକିପଡା ଶାସନ ହାଇ ସ୍କୁଲ, (୫)ବୈଶାଖୀ ପାତ୍ର, କେସି ହାଇ ସ୍କୁଲ, ମଥୁରା, (୬)ଆୟୁଷ୍ମାନ ସାହୁ, ଆଦର୍ଶ ବିଦ୍ୟାଳୟ, ହାତୀଓଟ, (୭)ରୁଦ୍ର ପ୍ରସାଦ ଆଚାର୍ଯ୍ୟ, କେସି ହାଇ ସ୍କୁଲ, ମଥୁରା, (୮)ସୁଧାଂଶୁ ଶେଖର ବିଷୋୟୀ, ଆଦର୍ଶ ବିଦ୍ୟାଳୟ, ହାତୀଓଟ, (୯)ଶୁଭାଦୀ ପ୍ରଧାନ, ଆଦର୍ଶ ବିଦ୍ୟାଳୟ, ହାତୀଓଟ, (୧୦)ଜଶ୍ମିନୀ ସାହୁ, ଚିରିକିପଡା ଶାସନ ହାଇ ସ୍କୁଲ, (୧୧)ଶୁଭମ ରାଉତ,କେସି ହାଇ ସ୍କୁଲ, ମଥୁରା, (୧୨)ଆଦିତ୍ୟ ସାହୁ, ୟୁପି ସ୍କୁଲ, କଳମ୍ବ, (୧୩)ଯଶ୍ମନ କୁମାର ସାହୁ, ୟୁପି ସ୍କୁଲ କଳମ୍ଵ, (୧୪)ଚିନ୍ମୟ ପ୍ରଧାନ, ୟୁପି ସ୍କୁଲ, କଳମ୍ବ, (୧୫) ଶଙ୍କର କୁମାର ସାହୁ, ଚିରିକିପଡା ଶାସନ ହାଇ ସ୍କୁଲ, (୧୬)ପ୍ରତିଶ୍ରୁତି ପୋଲାଇ,ଆଦର୍ଶ ବିଦ୍ୟାଳୟ, ହାତୀଓଟ, (୧୭)ଦୀପ୍ତିମୟୀ ପଟ୍ଟନାୟକ, କେସି ହାଇ ସ୍କୁଲ, ମଥୁରା, (୧୮) ଟି.ସାଇ କ୍ରିଷ୍ଣା ସୁବୁଦ୍ଧି, ଆଦର୍ଶ ବିଦ୍ୟାଳୟ, ହାତୀଓଟ, (୧୯)ବଳରାମ ମହାନ୍ତି, ୟୁପି ସ୍କୁଲ, ଜକର, (୨୦)ଶ୍ରୀମନ ଦେବୀ, ଆଦର୍ଶ ବିଦ୍ୟାଳୟ ହାତୀଓଟ, (୨୧)ହୃଷିକେଶ ସାହୁ,ୟୁପି ସ୍କୁଲ, କଳମ୍ବ, (୨୨)ଶ୍ମିତାରାଣୀ ପରିଛା, ଆଦର୍ଶ ବିଦ୍ୟାଳୟ, ହାତୀଓଟ, (୨୩)ସ୍ମୃତି ପାତ୍ର, ୟୁପି ସ୍କୁଲ, ବର୍ତ୍ତିନୀ, (୨୪)ରଶ୍ମିରାଣୀ ବେହେରା, ଲିଙ୍ଗରାଜ ଗାର୍ଲସ ହାଇ ସ୍କୁଲ, ପୋଲସରା, ଏବଂ (୨୫)ଆଦିତ୍ୟ ପ୍ରସାଦ ସେଠୀ, ୟୁପି ସ୍କୁଲ, ଜକର । ଓଡ଼ିଶାର ୩୦ ଟି ଜିଲ୍ଲାର ୧୭୬ ପୃଷ୍ଠାର ତାଲିକାକୁ ଦେଖି ନାମ ବାହାର କଲାବେଳେ ହୁଏତ କାହାର ନାମ ରହିଯାଇଥାଇ ପାରେ, ସେଥିପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ତାଲିକାକୁ ଭଲଭାବେ ଦେଖିବାକୁ ଅନୁରୋଧ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ