ସୁପର ସଣ୍ଡେ ରେ ସୁପର ମୁକାବଲା

(ଯୁଗାବ୍ଦ ନ୍ୟୁଜ) ଇଂଲଣ୍ଡ ରେ ଚାଲିଥିବା ଚଳିତ ବିଶ୍ୱକପ ରେ ଆଜି ଫାଇନାଲ ମ୍ୟାଚ । ଦୁଇ ୟୁରୋପିଆନ ଦଳ ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ମଧ୍ୟରେ ହେବ କାଣ୍ଟେ କି ଟକ୍କର । ଦୁଇ ଦଳ କେବେ ବିଶ୍ୱଚମ୍ପିୟାନ ହୋଇନାହାଁନ୍ତି । ତେବେ ଦୁଇ ପାରମ୍ପାରିକ ଦଳ ମଧ୍ୟରେ ହେବ ମହା ଲଢେଇ ।ନ୍ୟୁଜଲ୍ୟାଣ୍ଡ ସେମିଫାଇନାଲରେ ଶକ୍ତିଶାଳୀ ଭାରତ କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିବା ବେଳେ ଦଳ ର ମନୋବଲ ସୁଦୃଢ ରହିଛି । ଅନ୍ୟପଟେ ଟୁର୍ଣ୍ଣାମେଣ୍ଟ ରେ ଅଣ୍ଡର ଡନ ଥିବା ଇଂଲଣ୍ଡ କୁ ନିଜର ପରିବେଶ ସୁହାଉ ଥିବା ବେଳେ ଦର୍ଶକଙ୍କ ଭରପୂର ସମର୍ଥନ ମିଳିବ । ଚଳିତ ବିଶ୍ୱକପରେ ବିଶ୍ୱ କ୍ରିକେଟ ଦେଖିବ ନୂଆ ବିଜେତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ