ଆଜି ମହାପ୍ରଭୁ ଙ୍କ ର ଅଧରପଣା ନୀତି
(ଯୁଗାବ୍ଦ ନ୍ୟୁଜ )ନବଦିନାତ୍ମକ ଯାତ୍ରା ରେ ବାହାରିଥିବା ଚତୁର୍ଦ୍ଧାମୁରତି ବାହୁଡି ଆସିଛନ୍ତି ଶ୍ରୀମନ୍ଦିରକୁ । ସୁନାବେଶ ସରିବା ପରେ ସାଧାରଣ ଭକ୍ତ ଙ୍କୁ ଦର୍ଶନ ଦେଇସାରିଛନ୍ତି । ଆଉ ଆଜି ଅନୁଷ୍ଠିତ ହେବ ଅଧର ପଣା ନୀତି । ଆଜି ରାତି ପ୍ରାୟ ୮ ଟାରୁ ବିଳମ୍ଭିତ ରାତି ଯାଏଁ ମହାପ୍ରଭୁଙ୍କ ନିକଟ ରେ ଅଧରପଣା ଲାଗି ହେବ । ୩ ଠାକୁରଙ୍କ ନିକଟ ରେ ନଅ ଟି ମାଟି ହାଣ୍ଡି ରେ ଅଧରପଣା ଲାଗି ହେବ ।