ଆସାରାମ ବାପୁ ଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ କୋର୍ଟ

(ଯୁଗାବ୍ଦ ନ୍ୟୁଜ )ଯୋନ ଉତ୍ପୀଡନା ମାମଲା ରେ ଗିରଫ ହୋଇଥିବା ଗୁଜୁରାଟ ର ଆସାରାମ ବାପୁ ଙ୍କୁ ବିଚାରପତି ଏନୱୀ ରମାନଙ୍କ ଖଣ୍ଡପୀଠ ରେ ଗୁଜୁରାଟ ର ସରକାର ତରଫରୁ ଉପସ୍ଥିତ ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତା ସୂଚନା ଦେଇଛନ୍ତି ଯେ ଏହି ମାମଲାରେ ଟ୍ରାୟଲ ଜାରି ରହିଛ୍ି । ୨୧୦ ଜଣ ସାକ୍ଷୀ ଙ୍କୁ ଯାଚଂ କରିବା ଏବେ ବାକି ରହିଛି । ଏହି ମାମଲା କୁ ଆନୁଶୀଳନ କରି ଯାଚିକା ଙ୍କୁ ଖାରଜ କରିଛନ୍ତି ମାନ୍ୟବର ନ୍ୟାୟଳୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ