ଆସନ୍ତାକାଲି କୁଳଭୂଷଣ ଯାଦବଙ୍କ ଶୁଣାଣି

ଅପେକ୍ଷାରେ ଅଛନ୍ତି ଭାରତବାସୀ । ପରିବାର ଲୋକେ ଚାହିଁବସିଛନ୍ତି ପୁଅ କେବେ ଘରକୁୂ ଫେରିଆସିବ । ଦିନ ରାତି ଲୁହ ଗଡାଇ ପୁଅର ଚାହିଁବା ବାଟକୁୂ ଅନାଇ ବସିଛନ୍ତି ପରିବାର ଲୋକ । ଗୁରୁତ୍ୱପୂଣ୍ଣ ରାୟର ଶୁଣାଣୀ ଆସନ୍ତାକାଲି ନେଦରଲାଣ୍ଡର ଆନ୍ତର୍ଜାତୀୟ ନ୍ୟାୟଳୟ କୁଳଭୂଷଣ ଯାଦବ ମାମଲରେ ରାୟ ଶୁଣାଇବେ । ଭାରତ ବାସୀ କୁଳ ଭୁଷଣ ଯାଦବଙ୍କୁ ନ୍ୟାୟ ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି । ଫେବୃୟାରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ଓ ଭାରତର ଓକିଲ ନିଜ ନିଜର ମତ ରଖିଥିଲେ । ଗୁପ୍ତଚର ଭାବେ ଫେବୃୟାରୀ ୨୦୧୬ ମାସ କୁଳଭୁଷଣ ଯାଦବଙ୍କୁ ଗୁପ୍ତଚର ଅଭିଯୋଗରେ ଇରାନ ସୀମାରୁ ଗିରଫ ହୋଇଥିଲେ । ଆସନ୍ତାକାଲି କୁଳଭୂଷଣ ଯାଦବଙ୍କ ଗୁରୁତ୍ୱପୂଣ୍ଣ ରାୟ ପ୍ରକାଶପାଇବ । ଦେଶ ବାସୀ କାଲିର ନ୍ୟାୟ ପାଇଁ ଉକ୍ରଣ୍ଠାର ଶହ ଚାର୍ହି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ