ଲକଡାଉନ ୫କୁ ନେଇ ପୋଲିସର ତତ୍ପରତା

ଚିକିଟି (ଓ୍ୱାଇଏନ୍‌ଏସ୍‌): ଦିନ କୁ ଦିନ ସମଗ୍ର ବିଶ୍ୱରେ କରୋନା ଭୁତାଣୁର ସଂକ୍ରମଣ ବଢି ଚାଲି ଥିବା ବେଳେ ଗଞ୍ଜାମରେ ଯେମିତି ଗୋଷ୍ଠୀ ସଂକ୍ରମଣ ନ ହେବ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଜୁନ୧୫ ତାରିଖ ସୋମବାର ଠାରୁ ୩୦ ତାରିଖ ପର୍ୟ୍ୟନ୍ତ ନୂଆ ଗାଇଡ଼ ଲାଇନ କଟକଣା ଜାରି କରିଛନ୍ତି। ଏହାକୁ ନଜରରେ ରଖି ଆଜି ଚିକିଟି ବ୍ଲକର ଚିକିଟି ,ନୂଆପଡା, ଚାନ୍ଦପୁର ଆଦି ବିଭିନ୍ନ ବାଣିଜ୍ୟ କାରବାର ସ୍ଥାନରେ ପୋଲିସ ପହଞ୍ଚି ଲୋକଙ୍କୁ ତାଗିଦ କରିବା ସହ ଦୋକାନୀ କୁ ସକାଳ ୭ ରୁ ମଧ୍ୟାନ ୧୨ ଘଣ୍ଟ ସମୟ ପର୍ଯ୍ୟନ୍ତ ନୂଆ ନିୟମ ଲାଗୁ ହୋଇଥିବା ନେଇ କହି ଦୋକାନୀ କୁ ତାଗିତ କରିବା ସହ ସଚେତନତା କରାଇ ଦୋକାନ ବଜାର ବନ୍ଦ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ