ନବୀନ ଙ୍କ ଆଜି ପାଟକୁରା ଗ୍ରସ୍ତ କରିବେ ,ହାଇଭୋଲଟେଜ ପ୍ରଚାର
(ଯୁଗାବ୍ଦ ନ୍ୟୁଜ )ପାଟକୁରା ନିର୍ବାଚନ ପାଇଁ ଆଉ ରହିଲା ୩ ଦିନ । ଆଜି ନିର୍ବାଚନ ମଇଦାନ କୁ ପ୍ରଚାର ରେ ଓହ୍ଲାଇଛନ୍ତି ବିଜେଡି ସୁପ୍ରିପୋ ତଥା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ସେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ଏ ନେଇ ଆଖପାଖ ଅଞ୍ଚ୍ୟଳରେ ରାଜନୀତି ର ଉଷ୍ମତା ବାରି ହୋଇ ପଡୁଛି । ଆଉ ପ୍ରଚାର ମଇଦାନ ରେ ଦେଖିବାକୁ ମିଳୁଛି ହାଇଭୋଲଟେଜ ପ୍ରଚାର ।ଆଜି ନବୀନ ଡେରାବିସ, ଗରର୍ଦପୁର ଓ ମାର୍ଶାଘାଇ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ କରିବେ ପ୍ରଚାର । ନବୀନ ଙ୍କ ଗ୍ରସ୍ତ କୁ ନେଇ ଉତ୍ସାହିତ ଅଛନ୍ତି ବିଜେଡି କର୍ମୀ ,ପ୍ରଚାର କୁ ସଫଳ କରିବା ପାଇଁ ଲାଗିପଡିଛନ୍ତି ନାତା ଓ କର୍ମୀ ।


