ଆସନ୍ତା୫ ତାରିଖରେ ଓଟଇଟି ପରୀକ୍ଷା ଘୋଷଣା କଲା ମାଧ୍ୟମିକ ଶିକ୍ଷା ପରିଷଦ

(ଯୁଗାବ୍ଦ ନ୍ୟୁଜ) ଅଗଷ୍ଟ ୫ ତାରିଖରୁ ୧୪ ପର୍ଯ୍ୟନ୍ତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଓଟିଇଟି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି ପରୀକ୍ଷାର୍ଥୀ ନିଜ ଆଡମିଟ୍ କାର୍ଡ ପାଇଁ ବିଏସଇ ଅଫିସିଆଲ ଓ୍ଵେବସାଇଟwww.bseodisha.nic.in  କୁ ଯାଇ ଡାଉନଲୋଡ କରିପାରିବେ। ପ୍ରଥମ ଥର ପାଇଁ ଏହି ପରୀକ୍ଷା ଅନଲାଇନରେ ହେବ। ଆବେଦନର ଅନଲାଇନ ପଞ୍ଜିକରଣ ୧୫ ଜୁଲାଇରୁ ଆରମ୍ଭ ହୋଇସାରିଛି। ଏହି ପ୍ରକ୍ରିୟା ୨୬ ଜୁଲାଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ