ସୁରକ୍ଷା କର୍ମି ଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

(ଯୁଗାବ୍ଦ ନ୍ୟୁଜ )ଜାମ୍ମୁକାଶ୍ମୀର ସୋଫିଆନ ରେ ସୁରକ୍ଷା କର୍ମି ଓ ଆତଙ୍କବାଦୀ ଗୁଳି ବିନିମୟ ରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନକାଉଣ୍ଟରରେ ଜଣେ ଯବାନ ଆହତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ