ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ର କକ୍ଷରେ ପ୍ରବେଶ କଲା

ଚନ୍ଦ୍ରଯାନ-୨ ସଫଳତାର ସହ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିବା ନେଇ ସୂଚନା ଦେଇଛନ୍ତି  ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ର ମୁଖ୍ୟ କେ.ଶିବାନ୍ । ସେ କହିଛନ୍ତି ଚନ୍ଦ୍ର କକ୍ଷରେ ପ୍ରବେଶ କରିବା ପାଇଁ ଚନ୍ଦ୍ରଯାନ-୨କୁ ୨୮ ମିନିଟ ସମୟ ଲାଗିଥିଲା ।ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଆସନ୍ତା ମାସରେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ