ପରଲୋକରେ ଅରୁଣ
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ଦିଲ୍ଲୀ ଏମ୍ସରେ ୬୬ ବୟସରେ ହେହାନ୍ତ ହୋଇଛି । ଅରୁଣ ବିୟୋଗରେ ବିଜେପି କୁ ଶକ୍ତ ଧକା ଲାଗିଛି । ବିଜେପି ଏହି ବରିଷ୍ଠ ନେତାu ମୃତ୍ୟରେ ସାରାଦେଶ ସ୍ତଦ୍ଧ ହୋଇଯାଇଛି । ପ୍ରଧାcନ୍ତ୍ରୀ ଙ୍କ ଠାରୁ ଆରମ୍ଭ କି ଗୃହ ମନ୍ତ୍ରୀ ତାଙ୍କୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜନୈତିକ ଜୀବନ ବିଷୟରେ ଆସନ୍ତୁ ନଜର ପକାଇବା ଜନ୍ମ – ୨୮ ଡିସେମ୍ବର ୧୯୫୨ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଥିଲେ ଅରୁଣବାଜପାୟୀ ଓ ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ମିଳିଥିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟମୋଦୀ ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀଅର୍ଥ, ପ୍ରତିରକ୍ଷା, ଶିଳ୍ପ ଓ ବାଣିଜ୍ୟ, ଆଇନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ଜେଟଲୀ୨୦୦୯ରୁ ୨୦୧୪ ପର୍ୟ୍ୟीନ୍ତ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିଲେ ଅରୁଣସ୍ୱାସ୍ଥ୍ୟଗତ କାରଣରୁ ୨୦୧୯ ମୋଦୀଙ୍କ କ୍ୟାବିନେଟ୍ରେ ହୋଇନଥିଲେ ସାମିଲଛାତ୍ର ଜୀବନରୁ ରାଜନୀତିରେ ସାମିଲ ହୋଇଥିଲେ ଜେଟଲୀଜରୁରୀକାଳୀନ ସ୍ଥିତି ସମୟରେ ୧୯ ମାସ ଜେଲରେ କାଟିଥିଲେ ଅରୁଣଦଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ୧୯୭୩ରେ ଜାତୀୟ ଛାତ୍ର ଓ ଯୁବ କମିଟିର ଆବାହକ ଥିଲେ ଜେଟଲୀ୧୯୭୭ରେ ଲୋକତାନ୍ତ୍ରିକ ଯୁବମୋର୍ଚ୍ଚାର ଅବାହକଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦିଲ୍ଲୀ ସଭାପତିଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜାତୀୟ ସଂପାଦକ ଭାବେ କାର୍ୟ୍ୟା କରିଥିଲେ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ\nବିଜେପି ଯୁବମୋର୍ଚ୍ଚାର ସଭାପତି ରହିଥିଲେ ଜେଟଲୀଦିଲ୍ଲୀ ବିଜେପିର ସାଧାରଣ ସଂପାଦକ ଥିଲେ ଜେଟଲୀ୧୯୯୧ରେ ବିଜେପିର ଜାତୀୟ କାର୍ୟ୍ୟଚକାରିଣୀ ସଦସ୍ୟଦ୧୯୯୯ରେ ବାଜପାୟୀଙ୍କ ସରକାରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)୧୯୯୯ରେ ବାଜପାୟୀଙ୍କ ସରକାରରେ ବିନିଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ପାହ୍ୟା)୨୦୦୦ ମସିହାରେ ଆଇନ ମନ୍ତ୍ରୀର ଦାୟିତ୍ୱ୨୦୦୩ରେ ଶିଳ୍ପ ଓ ବାଣିଜ୍ୟ, ଆଇନ ଓ ନ୍ୟାୟ କ୍ୟାବିନେଟ୍ ମନ୍ତ୍ରୀ୨୦୦୯ ପର୍ୟ୍ୟପନ୍ତ ବିଜେପି ସାଧାରଣ ସଂପାଦକ୧୯୮୭ରୁ ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ୟ୍ୟ ରତ୧୯୯୦ ମସିହାରେ ସିନିୟର ଆଡଭୋକେଟ୍ ଭାବେ ମାନ୍ୟତା ଦେଇଥିଲେ ଦିଲ୍ଲୀ ହାଇକୋର୍ଟଭି. ପି. ସିଂହ ସରକାରରେ ଅତିରିକ୍ତ ସଲିସିଟର ଜେନେରାଲ ଭାବେ ପାଇଥିଲେ ନିଯୁକ୍ତିଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୧୨ଟା ୭ ମିନିଟରେ ଦେହାନ୍ତ