ସ୍ୱାୟତ ଶାସନ ଦିବସ ଅଭିନନ୍ଦନ, ଗଂଜାମ ବିଜ୍ଞ।ପିତ ଅଞ୍ଚଳ ପରିଷଦ, ଗଂଜାମ

ଅଭିନନ୍ଦନ ବାର୍ତ୍ତା
ଗଞ୍ଜାମ ବିଜ୍ଞ।ପିତ ଅଞ୍ଚଳ ପରିଷଦ ସହରବାସୀଙ୍କୁ ସ୍ୱାୟତ ଶାସନ ଦିବସ ୨୦୧୯ ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛୁ ।ଗଂଜାମ ସହରବାସୀଙ୍କୁ ଅନୁରୋଧ କରୁଅଛୁ ଆପଣମାନଙ୍କୁ ସାହାର୍ୟ୍ୟ ଓ ସହଯୋଗ ଆମର ଏକାନ୍ତ କାମ୍ୟ । ଏହି ଅବସରରେ ଗଂଜାମ ବି ।ପିତ ଅଞ୍ଚଳ ପରିଷଦ ତରଫରୁ ସହରବାସୀଙ୍କୁ ସର୍ବନିମ୍ନ ମୈାଳିକ ପୈାରସେବା ଯୋଗାଇଦେବା ପାଇଁ ଆମେ ସଂକଳ୍ପ ବଦ୍ଧ ।
୧.ଦୈନନ୍ଦିନ ବର୍ଜ୍ୟବସ୍ତୁ ସଂଗୃହିତ ରଖି ପରିଷଦର ସଫେଇ ଗାଡିରେ ଦିଅନ୍ତୁ । କାର୍ୟ୍ୟରତ ପରିମଳ କର୍ମଚାରୀଙ୍କୁ ବର୍ଜ୍ୟବସ୍ତୁ ହସ୍ତାନ୍ତର କରନ୍ତୁ ।
୨.ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ନିଜକୁ ସାମିଲ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖନ୍ତୁ ନିୟମିତ ପାଇଖାନା ବ୍ୟବହାର କରନ୍ତୁ ।
୩.ବାସହୀନ ବ୍ୟକ୍ତି ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇ ଚାଳ ଘରକୁ ପକ୍କା ଘର କରିବା ପାଇଁ ଆବେଦନ କରନ୍ତୁ ।
୪.ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ବ୍ୟକ୍ତିଙ୍କ ଜୀବନ ଧାରଣ ମାନ ବୃଦ୍ଧି ପାଇଁ ଜାତୀୟ ସହରାଞ୍ଚଳ ଜୀବିକା ମିଶନରେ ସାମିଲ ହୁଅନ୍ତୁ ।
୫. ପଲିଥିନ ବର୍ଜନ କରନ୍ତୁ ଏବଂ ବୃକ୍ଷରୋପଣ କାର୍ୟ୍ୟକ୍ରମରେ ସାମିଲ ହୁଅନ୍ତୁ ।
୬. ପରିଷଦର ଦେୟ ତଥା ଘର ଟିକସ ,ଲାଇସେନ୍ସ,ଫିସ୍ ଏବଂ ଦୋକାନ ଭଡା ଠିକ୍ ସମୟରେ ପୈଠ କରନ୍ତୁ ।
୭. ରାସ୍ତା ଉପରକୁ ଗୃହ ପାଳିତ ପଶୁ ଛାଡି ରାସ୍ତାକୁ ଅବରୋଧ କରନ୍ତୁ ନାହିଁ ।
ଶ୍ରୀଯୁକ୍ତ ପ୍ରିୟ ରଂଜନ ପୃଷ୍ଟି (ଓ. ପ୍ର. ସେ) ଉପଜିଲ୍ଲାପାଳ ,ଛତ୍ରପୁର ତଥା ପ୍ରଶାସକ
ସୁନିଲ କୁମାର ଟୁଡୁ , (ଓ. ରା. ସେ)
କାର୍ୟ୍ୟନିର୍ବାହୀ ଅଧିକାରୀ
ଗଂଜାମ ବିଜ୍ଞ।ପିତ ଅଞ୍ଚଳ ପରିଷଦ, ଗଂଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ