ପାକିସ୍ତାନ ର ଅସ୍ତ୍ରବିରତି ଉଲ୍ଲଂଘନ ଅଭିଯୋଗ
ଜମ୍ମୁ କଶ୍ମୀର ପୁଞ୍ଚ୍ ଜିଲ୍ଲାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଜଣେ ଯବାନ ଶହୀଦ୍ ହୋଇଛନ୍ତି । ସହିଦ ଯବାନ ଙ୍କ ଘର ରାଜସ୍ଥାନ ର ରାଜସ୍ଥାନ ଅଲଓ୍ୱର ଜିଲ୍ଲା ରେ ତାଙ୍କ ନାମ ହେମରାଜ ଜାଟ୍। ସୂଚନା ଅନୁସାରେ ଗତକାଲି ଅପରାହ୍ନ ଗୋଟାଏ ସମୟରେ ପାକିସ୍ତାନ ପୁଞ୍ଚ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହି ଅସ୍ତ୍ରବିରତି ବେଳେ ପାକିସ୍ତାନ ଛୋଟ ଛୋଟ ଅସ୍ତ୍ର ସାଙ୍ଗକୁ ଗୁଳି ମଧ୍ୟ ବ୍ୟବହାର କରିଥିଲା। ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଉଥିଲା ।


