ବନ୍ତରେ ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜାସ୍ରୋବ ପାଳିତ
ବନ୍ତ,(ଯୁଗାବ୍ଦ ନୁ୍ୟଜ୍) : ସୋମବାର ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ବନ୍ତ ଠାରେ ବ୍ରଦର୍ସ କ୍ଲବ ଆନୁକୂଲ୍ୟରେ ଅନୁÂିତ ପୂଜା ୯ମ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ପୂଜାରେ କାହ୍ନା ନାୟକ, ଜ୍ୟୋତି ରଂଜନ ନାୟକ, ବିଶ୍ୱଜିତ୍ ନାୟକ, ବିଶ୍ୱଜିତ୍ ଜେନା, ନିକି ମୈକାପ, ଭାଗିରଥି ନାୟକ, ଅଭିଷେକ ନାୟକ, ମଳୟ ଜେନା, ସନ୍ତୋଷ ସ୍ୱାଇଁ, ଶରତ ଜେନା, ଧନେଶ୍ୱର ନାୟକ, ଆଶୁତୋଷ ନାୟକ, ସୁଶୀଲ ଦାସ, ସୌରାଜ ସା ଦାୟୀତ୍ୱ ନେଇଥିଲେ । ବସନ୍ତିଆ ପଞ୍ଚାୟତ ବରକୋଣା ଠାରେ ବାହୁବଳୀ କ୍ଲବ ଆନୁକୂଲ୍ୟରେ ଅନୁÂିତ ପୂଜାରେ ଲୋକନାଥ ସ୍ୱାଇଁ, ଆଦିତ୍ୟ ସ୍ୱାଇଁ, ଅନୁଭବ ସ୍ୱାଇଁ, ଶୀତିକଣ୍ଠ ସ୍ୱାଇଁ, ପ୍ରତୁ୍ୟଷ ବେହେରା, କୈବଲ୍ୟ ପରିଡା, ତାପସ ସ୍ୱାଇଁ, ମାନସ ସ୍ୱାଇଁ, ସୌର ଶୁଭଙ୍କର ସ୍ୱାଇଁ, ନିର୍ମାଲ୍ୟ ପରିଡା, ରୁଦ୍ର ନାରାୟଣ ସ୍ୱାଇଁ, ଆଶୁତୋଷ ବିଶ୍ୱାଳ, ରାଜେଶ ବେହେରା, ସ୍ୱଦେଶ ଶଂଖୁଆ, ଶୁଭେନ୍ଦୁ ସ୍ୱାଇଁ, ଅଶୋକ ପାତ୍ର ପ୍ରମୁଖ ଭୂମିକା ନେଇଛନ୍ତି । ସେହିପରି ବନ୍ତ ସରସ୍ୱତୀ ଶିଶୁ ମନ୍ଦିର, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲ, ଲିଟିଲ୍ ସ୍କୁଇରେଲସ୍ ପବ୍ଲିକ୍ ସ୍କୁଲ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, କଳିଙ୍ଗ ବିକାଶ କମ୍ପୁ୍ୟଟର, ବନ୍ତ ହାଇସ୍କୁଲ ଓ ବାଳିକା ହାଇସ୍କୁଲ, ନିଳୋକ ହାଇସ୍କୁଲ, ହରିହର ନୋଡାଲ ଉପ୍ରା ବିଦ୍ୟାଳୟ, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟ, ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର, ଗଣିଜାଙ୍ଗସ୍ଥିତ ନେହେରୁ ନୋଡାଲ ହାଇସ୍କୁଲ, ପଞ୍ଚାୟତ ବାଳିକା ବିଦ୍ୟାଳୟ, ରାମକୃଷ୍ଣପୁରସ୍ଥିତ ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁÂାନ ଓ ସ୍ୱେଚ୍ଛାସେବୀ ସଂଗଠନରେ ଏହି ପୂଜା ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ।