ବିକ୍ରମ ଲ୍ୟାଣ୍ଡରକୁ “ହେଲୋ’ ବାର୍ତ୍ତା ପଠାଇଲା ନାସା

ୱାଶିଂଟନ,୧୨ ।୯: ଭାରତର ଚନ୍ଦ୍ରୟାନ-୨ ମିଶନ ୯୫ ପ୍ରତିଶତ ସଫଳ ହୋଇଛି । ବିକ୍ରମ ଲ୍ୟାଣ୍ଡରକୁ ଇସ୍ରୋ ଚିହ୍ନଟ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ସ୍ଥାପନ ହୋଇପାରୁନି । ସେଥି ପାଇଁ ଇସ୍ରୋ ନାସାର ସହାୟତା ଲୋଡ଼ିଛି । ନାସା ବିକ୍ରମ ଲ୍ୟାଣ୍ଡର ପାଖକୁ “ହେଲୋ'( ହେଲୋ ବିକ୍ରମ) ବାର୍ତ୍ତା ପଠାଇଛି । ଏହା ସହିତ “ତୁମେ ସେଠାରେ ଅଛ କି'( ଆର୍ ୟୁ ଦେୟାର) ବୋଲି ନାସା ପକ୍ଷରୁ ବାର୍ତ୍ତା ପଠାଯାଇଛି । ସେପ୍ଟେମ୍ବର ୨୧ ମଧ୍ୟରେ ବିକ୍ରମ ସହିତ ଯୋଗାଯୋଗ ସ୍ଥାପନ ହେଲେ ଚନ୍ଦ୍ରପୃଷ୍ଠ ସମ୍ପର୍କରେ ଅନେକ ଅଜଣା ତଥ୍ୟ ପୃଥିବୀକୁ ମିଳିପାରିବ ବୋଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ