ଚୋରା ମଦ ଜବତ ଅଭିଯୁକ୍ତ କୋର୍ଟ ଚାଲାଣ

ନାଉଗାଁ,(ଯୁଗାବ୍ଦ ନୁ୍ୟଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତ ତେଂଟୋଇ ଗ୍ରାମର ବସନ୍ତ ବିଶ୍ୱାଳ ଚୋରା ମଦ ବ୍ୟବସାୟ କରୁଥିବା ରବିବାର ସଂଧ୍ୟାରେ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ଖବର ପାଇଥିଲେ । ଘଟଣାସ୍ଥଳରୁ ୭ ଲିଟର ଚୋରା ମଦ ଜବତ କରିବା ସହିତ ଅଭିଯୁକ୍ତ ଗିରଫ କରିଥେôଲ ।ଥାନା ପକ୍ଷରୁ ୧୪୪/୧୯ରେ ମାମାଲା ରୁଜୁ କରାଯିବା ସହ ସୋମବାର ଚୋରା ମଦ ବେପାରୀଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ବସନ୍ତଙ୍କ ନାମରେ ଆଗରୁ ଚେରା ମଦ ବ୍ୟବସାୟରେ ମାମଲା ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ