୨ଟି ଲୋକସଭା ଆସନ ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କଂଗ୍ରେସର ତାଲିକା

ଭୁବନେଶ୍ୱର : ଆଗାମୀ ନିର୍ବାଚନ ପାଇଁ ଏଆଇସିସି ତରଫରୁ ଓଡ଼ିଶାର ଟି ଲୋକସଭା ଆସନ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ତାଲିକାରେ ଓଡ଼ିଶାର ଦୁଇ ଲୋକସଭା ଆସନ, କୋରାପୁଟରୁ ସପ୍ତଗିରି ଉଲ୍କା  ଏବଂ ବଲାଙ୍ଗୀରରୁ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛିଦ୍ୱିତୀୟ ପର୍ଯ୍ୟାୟରେ  କଂଗ୍ରେସ ଓଡ଼ିଶାର  ୫୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି।  ବିଜେପୁରରୁ, ରିପୁନାଥସେଠ, ଭଟଲିରୁ, ସରୋଜ ମହାପାତ୍ର, ଝାରସୁଗୁଡାରୁ, ମହେନ୍ଦ୍ର ନାୟକ, ତଳସରାରୁ ପ୍ରଫୁଲ୍ଲମାଝି, ସୁନ୍ଦରଗଡରୁ ଅମିତାବିଶ୍ୱା. ରଘୁନାଥପାଲ୍ଲୀରୁ,ପ୍ରଶାନ୍ତ ସେଠୀ, ରାଉରକେଲାରୁ, ମୁକ୍ତିକାନ୍ତ ବିଶ୍ୱା, କୁଚିଣ୍ଡାରୁ, ଭରାମ ପ୍ରଧାନ, ରେଙ୍ଗାଲିରୁ, ବାଳକ୍ରିଷ୍ଣ ରୋହିଦା, ସମ୍ବଲପୁରରୁ ଅଶ୍ୱିନି କୁମାର ଗୁର, ରେଢାଖୋଲରୁ, ଆସଫଅଲ୍ଲୀ ଖାନ, ଦେବଗଡରୁ, ଉମାଶଙ୍କର ସାହୁ, ଆନନ୍ଦପୁରରୁ, ଜୟଦେବ ଜେନା, କେନ୍ଦୁଝରରୁ ବିଦ୍ୟାଧର ଦେହୁରୀ, ଚମ୍ପୁଆରୁ,ଯଦୁମଣୀ ବାରିକ, କରଂଜିଆରୁ, ସୁଦାମ ଚରଣ ନାୟକ, ଜଳେଶ୍ୱରରୁ, ସୁଦର୍ଶନ ଦାସ, ନିଳଗିରିରୁ, ମନୋଜମଂଜରୀ ଦେବି, କୋରେଇରୁ, ବନ୍ଦିତା ପରିଡା, ଢେଙ୍କାନାଳରୁ, ନବୀନ ନନ୍ଦ, ପାଲଲହଡାରୁ, ସୁବ୍ରତ ଗଡନାୟ, ତାଳଚେରରୁ, ସୁରେଶ ଚନ୍ଦ୍ର ବେହେରା, ଅନୁଗୁଳରୁ ବିପ୍ଳବ ଜେନା, ଛେଣ୍ଡିପଦାରୁ, ସସ୍ମିତା ବେହେରା, ଆଠମଲ୍ଲିକରୁ, ବିଜୟାନନ୍ଦ ଛୋଲି, ସୋନପୁରରୁ, ଚିତରଂଜନ ମିଶ୍ର, ଲୋଇସିଂହରୁ, ନବକିଶୋର ନାୟକ, ଟିଟଲାଗଡରୁ, ସୁରେନ୍ଦ୍ର ସିଂ ଭୋଇ, କଂଟାବାଜିରୁ, ସନ୍ତୋଷ ସିଂ ସାଲୁଜା, ଉମରକୋଟରୁ, ଯଶୋଦାରାଣୀ ଗଣ୍ଡ, ଜୁନାଗଡରୁ, ଅନୀଲ ସିଂଦେଓ, ଭବାନୀପାଟଣାରୁ, ସାଗର ଚରଣ ଦାସ, ନର୍ଲାରୁ, ଚିତରଂଜନ ମଣ୍ଡଳ, ବାଙ୍କିରୁ, ଦେବାଶିଷ ପଟ୍ଟନାୟକ, ଆଠଗଡରୁ, ଉମାବଲ୍ଲଭ ରଥ, ବାରବାଟୀ, କଟକରୁ, ମହମ୍ମଦ ମୁକ୍କିମ, କଟକସଦରରୁ, ରତ୍ନାକର ବେହେରା, କେନ୍ଦ୍ରାପଡାରୁ, ଗଣେଶ୍ୱର ବେହେରା, ଆଳିରୁ, ଦେବେନ୍ଦ୍ର ଶର୍ମା, ରାଜନଗରରୁ, ଅଂଶୁମାନ ମହାନ୍ତି, ଜଗତସିଂହପୁରରୁ, ଚିରଂଜୀବ ବିଶ୍ୱାଳ. କାକଟପୁରରୁ, ବିଶ୍ୱଭୂଷଣ ଦାସ, ବ୍ରହ୍ମଗିରିରୁ, ଉମାକାନ୍ତ ବରାଳ, ସତ୍ୟବାଦୀରୁ, ପ୍ରସାଦ ହରିଚନ୍ଦ.ଏକାମ୍ରଭୁବନେଶ୍ୱରରୁ, ରଶ୍ମୀରେଖା ମହାପାତ୍ର, ଜଟଣୀରୁ, ସୁରେଶ ରାଉତରାୟ, ରଣପୁରରୁ, ଶୁଭଶ୍ରୀ ପଣ୍ଡା, ଖଲିକୋଟରୁ, ଭୋକାଲି ସେଠ, ସୋରଡାରୁ, ସଂଗ୍ରାମ ମହାନ୍ତି, ଦିଗପହଣ୍ଡିରୁ, ପ୍ରଫୁଲ୍ଲ ପଣ୍ଡା, ପାରଳାଖେମୁଣ୍ଡିରୁ, କେ. ସୁର୍ଯ୍ୟା ରାଓ, ରାୟଗଡାରୁ, ଆପଲସ୍ୱାମୀ  କାଡ୍ରାକା, ଲକ୍ଷ୍ମୀପୁରରୁ, କୈଳାସ କୁଲେସିକ, କୋଟପାଡରୁ, ଚନ୍ଦ୍ରଶେଖର ମାଝୀ ପ୍ରମୁଖ ରହିଛନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ