ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ

ମୋହନା,(ଅଂଶୁମାନ ପଣ୍ଡା ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ର ବାର୍ଷିକ ବୈଠକ ଅନୁଷ୍ଠିତ l ଏହି ବୈଠକ ରେ ସଂଘ କୁ କିପରି ମଜବୁତ୍ କରାଯିବ ଏବଂ ଗ୍ରାମର ସମସ୍ତ ସାମାଜିକ କାର୍ଯ୍ୟ ହାତକୁ ନିଆଯିବ ସେ ବିଷୟ ରେ ସଂଘ ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା ଆଲୋକ ପାତ କରିଥିଲେ l ସମସ୍ତ ସଦସ୍ୟ ମାନଙ୍କ ସମ୍ମତି କ୍ରମେ ପ୍ରତି ବର୍ଷ ଭଳି ଏହି ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରଗଲା l ସେଥିରେ ସଭାପତି ରୂପେ ପୁଣି ଅଜିତ କୁମାର ପାତ୍ର. ଉପ ସଭାପତି. ସନ୍ତୋଷ କୁମାର ପାତ୍ର ସମ୍ପାଦକ. ଜିତେନ୍ଦ୍ର କୁମାର ବେହେରା ଯୁଗ୍ମ ସମ୍ପାଦକ. ଆଶିଷ୍ ବେହେର ଦଳାଇ, କୋଷାଧକ୍ଷ. ରବିନ୍ଦ୍ର ନାରାୟଣ ପାଢୀ, ପ୍ରୋଜେକ୍ଟ ଲିଡର. ଗଗନ ପାଳ ସହ ପ୍ରୋଜେକ୍ଟ ଲିଡର ବାଳକୃଷ୍ଣ ମାଝୀ ଙ୍କୁ ଚୟନ କରାଗଲା ଏଥି ସହିତ କାଯ୍ୟ କାରୀ କମିଟି ରୂପେ କାଳିଆପାତ୍ର, ମୋହନବେହେରଦଳାଇ. ସୁରେଶ୍ସାହୁ, ରବିନ୍ଦ୍ର. ବିକ୍ରାନ୍ତ. ଦେବେନ୍ଦ୍ର. କେଦାର. ମନରଞ୍ଜନସାହୁ. ଉମାସାହୁ. ଅନୁଜ. ଙ୍କୁ ମନୋନିତ କରାଗଲା l ଆଗାମୀ ଦିନରେ ସଂଘ ର ୪୦ତମ ବାର୍ଷିକ ଉତ୍ସବ ପାଳନ ପାଇଁ ଫୁଣି ଏକ ସମୟ ଦର୍ଯ୍ୟ କରି ସେଠି ଆଲଚନା କରି ପୂର୍ବତନ ସଭାପତି ମାନଙ୍କୁ ସନମାନିତକରାଯିବ ବୋଲି ଆଲଚନା ହଇଛି ଏହା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସାମାଜିକ କାର୍ଯ୍ୟ କୁ ଆଗକୁ ନେବା ଭଳି କାର୍ଯ୍ୟ କରିବେ ବୋଲି ନୂତନ କର୍ମ କର୍ତ୍ତା ମାନେ ମତ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ