ଦେଶ ବିଦେଶ ପରବର୍ତ୍ତୀ ନୈାସେନା ମୂଖ୍ୟ ଆଡମିରାଲ କରମବୀର ସିଂ 23/03/201923/03/2019 admin 0 Comments ପରବର୍ତ୍ତୀ ନୈାସେନା ମୂଖ୍ୟ ଆଡମିରାଲ କରମବୀର ସିଂ ନୈସେନା ମୂଖ୍ୟ ଆଡମିରାଲ ସୁନିଲ ଲାମ୍ବାଙ୍କର ମେ ୩୧ ରେ କାର୍ଯ୍ୟକାଳ ଶେଷ ହେଉଥିବାରୁ ଭାଇସ ଆଡମିରାଲ କରମବୀର ସିଂ ପରବର୍ତ୍ତୀ ନୈାସେନା ମୂଖ୍ୟ ହେବେ । ସେ ନୈାସେନାରେ ଉତ୍ତମ ସେବା ଓ ନୈାସେନାର ସଫଳତା ପାଇଁ ତାଙ୍କୁ ବହୁତ ବିଭିନ୍ନ ପଦ ପଦବୀରେ ଓ ମେଡାଲ ଓ ପରମ ମେଡିକାଲ ସେବା ମିଳିଛି । Spread the love