ମରୁଡି ଘୋଷଣା ଦାବିରେ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ପଦଯାତ୍ରା

କଳାହାଣ୍ଡି ,(ରଜନୀକାନ୍ତ ମିଶ୍ର): ଗୋଲାମୁଣ୍ଡା ବ୍ଲକ ର 28 ଟି ଗ୍ରାମ ପଞ୍ଚାୟତ କୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ କଳାହାଣ୍ଡି ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ବାହାରିଲା ପଦଯାତ୍ରା ଏହି ପଦଯାତ୍ରା ଖମରହଲଦୀ ହଳଦୀ ପଂଚାୟତ ରୁ। ଧର୍ମଗଡ଼ ଉପଜିଲ୍ଲାପାଳ ଅଫିଶ ପର୍ଯ୍ୟନ୍ତ ଯିବା ପରେ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯିବ ଏହି ପଦଯାତ୍ରା ରେ ଗୋଲାମୁଣ୍ଡା ବ୍ଲକ ର ବହୁତ ଚାଷୀ ଯୋଗଦାନ କରିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ