ବଡ ଏକାଦଶୀ ଉପଲକ୍ଷେ ପାରାୟଣ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବଡ ଏକାଦଶୀ ଉପଲକ୍ଷେ ଶୁକ୍ରବାର ସଂନ୍ଧ୍ୟାରେ ଗୋଷାଣୀନୂଆଗାଁସ୍ଥିତ ଉତ୍ତରେଶ୍ୱର ମନ୍ଦିର ନାମ ମଣ୍ଡପରେ ଦିବ୍ୟ ଜିବନ ସଂଘ ଭକ୍ତମାନଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରୁଷ୍ଠ ସନ୍ୟାସୀ ହରିଶାନନ୍ଦ ସରସ୍ୱତୀ . ସଂଘ ସଭାପତି ସହଦେବ ପାତ୍ର , ରାମଚନ୍ଦ୍ର ପାତ୍ର , ପବିତ୍ରା ପାଢୀ , ସବିତା ସାହୁ , ପ୍ରଶାନ୍ତ ପାଢୀ ,ଗୌରୀ ସରସ୍ୱତୀଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ