କର୍ମଚାରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ଏମ୍.ରାମବାବୁଙ୍କ ଇସ୍ତଫା
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ସୁସଂଗଠକ ଏମ୍.ରାମବାବୁ ଦୋରା ଇସ୍ତଫା ଦେଇଥିବା ଜଣାପଡିଛି । ସୁସଂଗଠକ ଏମ୍.ରାମବାବୁ ଦୋରା ନିଜର କେତେକ ବ୍ୟକ୍ତିଗତ କାରଣରୁ ଚିନିଶିଳ୍ପ କର୍ମଚାରୀ ସଂଘର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଏହାର ନକଲ ସଂଘର ସଭାପତି, ଉପସଭାପତି ଓ ସଂପାଦକଙ୍କୁ ପ୍ରେରଣ କରିଥିବା ଲକ୍ଷ୍ୟ କରାଯାଇଛି ।


