ପାରଳାରେ କାର୍ତ୍ତୀକ ପୂର୍ଣ୍ଣିମା ପାଳିତ

ପାରଳାଖେମୁଣ୍ଡି, ତାରିଣୀ ପ୍ରସାଦ ପଣ୍ଡା): ପବିତ୍ର କାର୍ତ୍ତୀକ ପୁର୍ଣ୍ଣିମା ଅବସରରେ ମଙ୍ଗଳବାର ଭୋରରୁ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ମହେନ୍ଦ୍ରତନୟା ନଦୀ ସମେତ ସପରର ବିଭନ୍ନ ଜଳାସୟରେ କାର୍ତ୍ତୀକ ପୁର୍ଣ୍ଣମା ପାଳନ ଓ ଡଙ୍ଗା ଭସାଣ ପାଇଁ ପ୍ରବଳ ଜନ ସମାଗମ ଦେଖାଦେଇଥିଲା । ଅତ୍ୟନ୍ତ ଭକ୍ତିର ସହ ଲୋକେ ନଦୀ ଓ ଜଳାସୟରେ ସ୍ନାନ କରିବା ସହ କାର୍ତ୍ତୀକ ପୁର୍ଣ୍ଣିମା ପାଲନ କରି ପାନ ଗୁଆ ଥୋଇ ଡଙ୍ଗା ଭସାଇ ଥିଲେ । ପରେ ଭକ୍ତ ମାନେ ଶ୍ରୀ ଜଗନ୍ନାଥ ମନ୍ଦିର,ସହରର ବିଭିନ୍ନ ଶିବାଳୟ ଏବଂ ଅନ୍ୟାନ୍ୟ ଦେବାଳୟରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ