ଆଜି ସାରା ଦେଶ ପାଳନ କରୁଛି ଆଇରନ୍ ଲେଡିଙ୍କ ଜନ୍ମ ଜୟନ୍ତି

ନୂଆଦିଲ୍ଲୀ-ଆଜି ଭାରତର ପୂର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜନ୍ମ ଜୟନ୍ତି । ଏଥି ପାଇଁ ଶକ୍ତି ସ୍ଥଳରେ ପୂର୍ବତନ ରଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପ ରଷ୍ଟ୍ରପତି ହମିଦ ଅନ୍‌ସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କ ସମାଧି ସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏବଂ ତାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦିରା ଗାନ୍ଧୀଙ୍କୁ ୧୦୨ ତମ ଜନ୍ମ ଜୟନ୍ତି ଅବସରେ ତାଙ୍କୂୁ ଟ୍ୱିଟର ଯୋଗେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସୂଚନାଅନୁସାରେ ସେ ୧୯୮୦ରୁ ୧୯୮୪ ଯାଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ଇନ୍ଦିରା ଗାନ୍ଧୀ ନଭେମ୍ବର ୧୯, ୧୯୧୭ ରେ ଜନ୍ମ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ