ମୋହନା ବିଜେପି ପକ୍ଷରୁ ବିଷ୍ଣୁ ସେଠୀ ବିୟୋଗରେ ଶୋକ ସଭା
ମୋହନା, (ଅଂଶୁମାନ ପଣ୍ଡା) : ମୋହନା ନିର୍ବାଚନ ମଣ୍ଡଳୀର ମୋହନା ମଣ୍ଡଳ ପକ୍ଷରୁ ସ୍ଥାନୀୟ ସାଂସ୍କୃତି ଭବନ ଠାରେ ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ବିଜେପି ଦଳର କର୍ମକର୍ତାଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି, ଟାଣୁଆ ନେତାଙ୍କୁ ହରାଇଛି ଦଳ ଯାହାକୁ ନେଇ ତାଙ୍କର ବିୟୋଗରେ ମୋହନା ବିଜେପି ପକ୍ଷରୁ କର୍ମକର୍ତା ଓ କର୍ମୀ ମାନେ ଶୋକ ସଭା ଶହ ଶ୍ରଦ୍ଧାଞ୍ଜଳି ଦିଆ ଯିବା ଶହ ଶାନ୍ତି ପ୍ରଥାନ କରଯାଇଥିଲା, ଏଥିରେ ମୋହନାର ପୁର୍ବତନ ବିଜେପି ବିଧାୟକ ପାର୍ଥ ପ୍ରଶାନ୍ତ କୁମାର ମଲ୍ଲିକ, ସୁଧୀର ପାଇକ, ମୋନାଜ୍ କୁମାର୍ ସାହୁ, ପ୍ରଭାତ କୁମାର ପାତ୍ର, ସତ୍ୟ ନାରାୟଣ ଦଣ୍ଡସେନା, ଅଜୟ ପାଇକ, ନୀଳ ସାହୁ ପ୍ରମୁଖଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତା ଉପସ୍ଥିତ ଥିଲେ.