ଓଡିଶା ପାଇକ ମହାସଂଘ ତରଫର ୁ ପାଇକ ଦିବସ ପାଳିତ

ଈୂବନେଶ୍ୱର ( ଯୁଗାବ୍ଦ ନ୍ୟୁଜ ) : ଓଡିଶା ପାଇକ ମହାସଂଘର ର ରାଜ୍ୟ ସଭାପତି ଅଶୋକ କୁମାର ପାଲଟା ସିଂ ମାର୍ଚ୍ଚ ୨୯ ତାରିଖ ଭାରତୀୟ ଇତିହାସର ଏକ ପ୍ରସିଦ୍ଧ ଦିବସ ବୋଲି ଘୋଷଣା କରିଛନ୍ତି । ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହରୁ ହିଁ ଆରମ୍ଭ ହୋଇଥିଲା । ଆମ ଭାରତୀୟ ପାଇକ ମାନେ ହିଁ ଇଂରେଜ ବାହିନୀକୁ ପରାସ୍ତ କରି ହାଜତ ପୋଡିଥିଲେ । ଇଂରେଜ ସୈନ୍ୟଙ୍କୁ ପରାସ୍ତ କରି ଆଗକୁ ଚାଇିଥିଲେ । ସରକାରଙ୍କୁ ବାରମ୍ଭାର ଅନୁରୋଧ କରିବା ପରେ ବି ସରକାର ଦୃଷ୍ଟି ଦେଉନାହାନ୍ତି । ପାଇକ ମାନଙ୍କର ଆଖାଡା ଆଜି ମାଟିରେ ମିଶିଗଲାଣି । ଏହାର ପୂୁନରୁଦ୍ଧାର କରାଯାଉନାହିଁ । ରାଜ୍ୟ ସଭାପତି ଗୁରୁତ୍ୱରୋପା କରିଛନ୍ତି । ସମାବେଶରେ ଉପସଭାପତି ଭୀମସେନ ପାଇକରାୟ , ,ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଭୀମସେନ ପାଇକରାୟ, ବହୁ ବରିଷ୍ଠ କାର୍ଯ୍ୟକତ୍ତା ଓ ନୟାଗଡ ସଭାପତି ଭରତ ଦାସ , କାକଟପୁର ଗୁରୁ ଶ୍ରୀଧର ଦାସ ପ୍ରମୁଖ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ