ମେୟର ଓ ବିଧାୟକଙ୍କ ଦ୍ୱାରା ଭେନ୍ ଉଦ୍ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଏମ୍ସି ୱାର୍ଡ ନଂ ୪ ଅଧିନ ନହରକଂଟା ହରିଦାସପୁରରେ ଏକ ଅତ୍ୟାଧୁନିକ କାଫେ କମ୍ ରେଷ୍ଟୁରାଂଟ୍ ୭ଭେନ୍ ୧୧ଭେନ୍ ଉଦ୍ଘାଟିତ ହୋଇଯାଇଛି । ଏହାକୁ ବିଧାୟକ ସୁଶାନ୍ତ ରାଉତ ଓ ବିଏମ୍ସି ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ । ଆଖ ପାଖ ଜନବସିତିକୁ ଆଖିଆଗରେ ରଖି ସ୍ୱଳ୍ପ ମୂଲ୍ୟରେ ଉତମ ଆହାର ଯୋଗାଇଦେବାକୁ ଏପରି ଉଦ୍ୟମ ଆରମ୍ଭ ହୋଇଛି । ବିଦେଶ ଚାକରିରୀ ଛାଡ଼ି ଏପରି ଉଦ୍ୟମ କରିଛନ୍ତି ଯୁବ ଶିଳ୍ପଦ୍ୟୋଗୀ ଦେବାଶିଷ ପଟ୍ଟନାୟକ ଓ ତାଙ୍କ ସାନ ଭାଇ ଦେବଜ୍ୟୋତି ପଟ୍ଟନାୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ