ବିଜୁ ଜନତା ଦଳ ତରଫରୁ ରକ୍ତ ଦାନ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ବିଜୁ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ମେଘା ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିଲେ ଏବଂ ବରିଷ୍ଟ ନେତା ତଥା ହାଇଟେକ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ,ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ , ସୁଶ୍ରୀ କଲ୍ୟାଣୀ ଗଜପତି,ବିଜେଡି ରଜ୍ୟସମ୍ପାଦକ ଶ୍ରୀ ମାରୁତ୍ ପାଲ, ଗଜପତି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ ନାୟକ,ବିଜେଡ଼ି ନେତା ଶ୍ରୀ ବସନ୍ତ ଦାସ,SDC ଚେୟାରମନ ମରିୟମ ରଇତ, SDC ଉପସଭାପତି ଧନେଶ୍ଵର ଭୂୟାଁ,ଜିଲପରିଷଦ ସଦସ୍ୟ S.ବାଳରାଜୁ,ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଏବଂ ସମସ୍ତ ୱାର୍ଡ କାଉନ୍ସିଲର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ