ପଦ୍ମ ଧରିଲେ ୟୁବରାଜ ଶ୍ରୀଧର

ପୁନଶ୍ଚ ବିଜେପି କୁ ପ୍ରତ୍ୟାଗମନ କରିବେ ବଡ଼ଖେମୁଣ୍ଡି ରାଜପରିବାର ଯୁବରାଜ ଶ୍ରୀଧର ଦେବ ।୧୦ ବର୍ଷ ପୂର୍ବରୁ କଂଗ୍ରେସ ଦଳରେ ରହିବା ପରେ ଦଳୀୟ ନେତ୍ର ବୃଦ୍ଧଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଗତ ମାର୍ଚ୍ଚ ୨୬ ରେ ବଳରୁ ଇସ୍ତଫା ଦେଇଥିଲେ।ଶ୍ରୀଧର ସମେତ କିଛି ଛାମୁଆ ନେତା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର ଶତାଧିକ ସମର୍ଥକ କଂଗ୍ରେସ ରୁ ସମୂହ ଇସ୍ତଫା ଦେଇଥିଲେ ଆଜି ସନ୍ଦ୍ୟାରେ ଏକ ମିଳନ ଉସବରେ ବିଜେପି ପୁନଶ୍ଚ ଯୋଗଦାନ କରିବେ ବୋଲି ସୂଚନ ମିଳିଛି । ଶ୍ରୀଧର ତାଙ୍କର ଶତାଧିକ ସମର୍ଥନ ଙ୍କୁ ସ୍ୱଗତ ସ୍ୱମ୍ବନ୍ଧନ ଦେବାପାଇଁ ବିଜେପି ତାରଫରୁ ବ୍ୟବସ୍ଥା କରିଥିବା ଜଣାପଡିଛି ।ଯଦି ତାହା ହୁଏ ତାହେଲେ ବଜେପି ପାଇଁ ବିଜେଡ଼ି ସହିତ ଟକର ହେବ । ଉତ୍ତମ ପାଣିଗ୍ରାହୀ ର ସ୍ଥାନ ଶ୍ରୀଧର ନେବ ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ